ବାଆଁକୁ ମୋଡ଼
(ବାଆଁକୁ ଧର—ଅନ୍ୟରୂପ)
(ସବାରି ବେହେରାମାନଙ୍କର ଡାକ); ସବାରିର ବାଉଁଶକୁ ବାମ ଦିଗକୁ ନିୟନ୍ତ୍ରିତ କରିବା ନିମନ୍ତେ ଆଗ ବେହେରାଙ୍କର ପଛ ବେହେରାଙ୍କ ପ୍ରତି ସଙ୍କେତ ବାକ୍ୟ —(A halloo of palki bearers) Direct the motion of the Palki towards the left.