Jump to content

ବାଆଁବିଲୁଆ

ଉଇକିଅଭିଧାନ‌ରୁ

ବାଆଁବିଲୁଆ

ଉଚ୍ଚାରଣ

[ସମ୍ପାଦନା]

(ବାଏଁ ବିଲୁଆ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

(ବାଆଁ ଶିଆଳି—ଅନ୍ୟରୂପ)

ଦେଶଜ - ବି—(ସଂସ୍କୃତ - ବାମ ଓ ବିଳବାସୀ)

[ସମ୍ପାଦନା]

କୌଣସି ଉଦ୍ଦେଶ୍ୟ ସାଧନ ନିମନ୍ତେ ଅନୁକୂଳ କରି ଯାତ୍ରା କରୁଥିବା ସମୟରେ ଯାତ୍ରାକାରୀର ବାମ ପାଖରେ ଦେଖାଯିବା ବିଲୁଆ —A jackle seen on the left side of a person while starting on a journey (regarded as a good omen).

[ଦ୍ରଷ୍ଟବ୍ୟ —ଲୋକବିଶ୍ୱାସ ଅନୁସାରେ ଏହା ମଙ୍ଗଳସୂଚକ ଡାହାଣ ପାଖରେ ଯାଉଥିବା ବିଲୁଆ ପଥିକ ଆଡ଼କୁ ମୁହଁ ଫେରାଇ ଦୃଷ୍ଟି ପକାଇଲେ ତାହା ମଧ୍ୟ ଶୁଭସୂଚକ ସେ ସମ୍ୱନ୍ଧରେ ଖନାବଚନ ଅଛି—ବାଯାଁଠଉଁ ଡାୟାଁ ଭଲ, ଯେବେ ଫେରି ଚାହେଁ]