Jump to content

ବାଆଁରା

ଉଇକିଅଭିଧାନ‌ରୁ

ବାଆଁରା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ବାଛୁରୀମାନେ ଗାଈଙ୍କଠାରୁ ଯେପରି ଦୁଧ ପିଇ ନ ପାରନ୍ତି ସେଥି ନିମନ୍ତେବାଛୁରୀମାନଙ୍କ ମୁହଁରେ ବନ୍ଧା ହୋଇଥିବା ଏକାଧିକ ମୁନଯୁକ୍ତ ଏକପ୍ରକାର ଆବରଣ —A pointed or forked muzzle put on the mouth of calves to prevent them from sucking milk from cows.