Jump to content

ବାଆଁରେଇବା

ଉଇକିଅଭିଧାନ‌ରୁ

ବାଆଁରେଇବା

ଉଚ୍ଚାରଣ

[ସମ୍ପାଦନା]

ବାଆଁ(ଆ)ରା ବାଆଁ (ଆ)ରି କରିବା, ବାଆରେଲତା, ବାଆଁ(ଆ)ରେଲ ଦେବା ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଛଳନା କରିବା; ବାହାନା କରିବା — ୧. To feign.
୨. କଥାଦ୍ୱାରା ଭୁଲାଇବା; ଭଣ୍ଡିବା; ପ୍ରବଞ୍ଚନା କରିବା — To delude; to imveigle.

[ଦ୍ରଷ୍ଟବ୍ୟ —ଉଦାହରଣ ସ୍ୱରୂପ, ମୁଁ ଗୁପ୍ତ ଭାବରେ କୌଣସି ସମ୍ୱାଦ ଜାଣିବା ପାଇଁ ଏକ ସ୍ଥାନକୁ ଯାଇଅଛି, କିନ୍ତୁ ମୋ ଉଦ୍ଦେଶ୍ୟ ଅନ୍ୟମାନଙ୍କ ଆଗରେ ପ୍ରକାଶିତ ନ ହେବା ମୋ ଇଚ୍ଛା ଅଟେ; ସେ ସ୍ଥାନରେ ହଠାତ୍ ଜଣକ ସାଙ୍ଗେ ଦେଖା ହେବାରୁ ଓ ସେ ମୋର ସେଠାକୁ ଆସିବାର କାରଣ ପଚାରିବାରୁ ମୁଁ ତାଙ୍କୁ ମୋ ଉଦ୍ଦେଶ୍ୟ ନ କହି ଆଉ ଗୋଟିଏ ଉଦ୍ଦେଶ୍ୟରେ ଆସିଅଛି ବୋଲି କହି ତାଙ୍କୁ ବାଆଁରେଇ ଦେଲି]