ବାଆଁ ଖାଡ଼ିଆ
ବାଆଁ ଖଡ଼ା, ବାଆଁ ଖେଳା, ବାଆଁ ଖେଳି(ଳୁ)ଆଅନ୍ୟରୂପ
କୌଣସି ବ୍ୟକ୍ତିର ହାବୁଡ଼େ ନ ପଡ଼ିବାପାଇଁ ଖଞ୍ଜରେ ଇତସ୍ତତଃ ଗତି କରିବା — Careful or stealthy Zigzag movement to evade a person.