ବାଆଁ ଛାଡ଼
ଦେଖଣା
ବାଆଁ ଛାଡ଼
ଉଚ୍ଚାରଣ
[ସମ୍ପାଦନା]ବାଆଣ ଛାଡ଼, ବାୟାଁ ଛାଡ଼ଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାଆଁ ଛାଡ଼
|
ଦେଶଜ - ଅ
[ସମ୍ପାଦନା](ସବାରି ବେହେରାଙ୍କ ଡ଼ାକ) ବାଟର ବାମ ପାଖରେ କୌଣସି ବାଧା ଥିଲେ ପଛ ବେହେରାମାନଙ୍କୁ ଆଗ ବେହେରା— ମାନଙ୍କର ସତର୍କ କରିଦେବାର ଡ଼ାକ — (a halloo of Palki-bearers) Avoid the danger on the left side.