ବାଆଁ ଡ଼ାହଣ
ଦେଖଣା
ବାଆଁ ଡ଼ାହଣ
ଉଚ୍ଚାରଣ
[ସମ୍ପାଦନା](ବାଆଁଣ ଡ଼ାହାଣ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାଆଁ ଡ଼ାହଣ
|
ଦେଶଜ - ଅ
[ସମ୍ପାଦନା](ସବାରି ବେହେରାଙ୍କ ଡାକ) ବାମ ଓ ଦକ୍ଷିଣ ଦିଗରେ ବାଧା ଥିଲେ ଆଗ ବେହେରାମାନଙ୍କର ପଛ ବେହେରାମାନଙ୍କୁ ସତର୍କ କରିବା ଡାକ —(a holloo of palki-bearers). Beware of both sides.