ବାଆଁ ହାତିଆ
ଦେଖଣା
ବାଆଁ ହାତିଆ
ଉଚ୍ଚାରଣ
[ସମ୍ପାଦନା](ବାଆଁ ହାତି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବାଆଁ ହାତିଆ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ବାମ ହସ୍ତ ସମ୍ୱନ୍ଧୀୟ — ୧. Relating to the left hand.
- ୨. ବାୟାଁ; ବାଉଆଁ — ୨. Left-handed.
ଅନୁବାଦ
[ସମ୍ପାଦନା]ବାଆଁ ହାତିଆ
|
କ୍ରି.ବିଶେଷଣ -
[ସମ୍ପାଦନା]- ୧. ବାମ ଦିଗରେ —୧. Towards the left.
- ୨. ବାମ ହସ୍ତଦ୍ୱାରା —୨. With the left hand.