ବାଆନ ବଜାର ତେପନ ଗଳି
ଆଗ କାଳର କଟକ ସହରରେ ୫୨: ଗୋଟି ବଜାର ଓ ୫୩: ଗଳି ଥିବାର ଲୌକିକ ଉକ୍ତି — ୫୨ bazars (big roads) and ୫୩ lanes said to comprise the ancient town of Cuttack.