Jump to content

ବାଆ ପାଣି

ଉଇକିଅଭିଧାନ‌ରୁ

ବାଆ ପାଣି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବାଆ ବରଷା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାତ+ପାନୀୟ)

[ସମ୍ପାଦନା]
୧. ତୋଫାନ ଓ ବର୍ଷା —୧. Tempest and rain.

ଝୁଲ୍ ହତି ଜୁଲ୍ ବାଆ ପାଣି ଖାଇ ଫୁଲ୍—ଶିଶୁଗୀତ

୨. କୌଣସି ସ୍ଥାନର ଜଳବାୟୁ —୨. Climatic condition of a place.