Jump to content

ବାଇଗଣିଆ

ଉଇକିଅଭିଧାନ‌ରୁ

ବାଇଗଣିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

[ବାଇଙ୍ଗ(ଙ୍ଗି)ଣିଆ(ଆଁ)—ଅନ୍ୟରୂପ]

ଦେଶଜ - ବିଶେଷଣ -

[ସମ୍ପାଦନା]

କଳା ବାଇଗଣ ବର୍ଣ୍ଣ ପରି ନୀଳ— ରକ୍ତ ବର୍ଣ୍ଣ ମିଶ୍ରିତ —Violet; deep purple.

ଦେଶଜ - ବିଶେଷ୍ୟ - (ନାମ)

[ସମ୍ପାଦନା]

ବାଲେଶ୍ୱରର ପର୍ବତବିଶେଷ —Name of a mountain in Balaosre.

ବତ୍ସି ପ୍ରାୟେ ଯାର ଦିଶେ ଗଣ୍ଡଶୈଳ ବାଇଗଣିଆ ରାଧାନାଥ. ଉଷା