ବାଇଗଣ କୋଡ଼ା
ଦେଖଣା
ବାଇଗଣ କୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଇଗଣ କୋଡ଼ା
|
(ବାଇଗଣକୋଡ଼ିଆ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବାଇଗଣ କିଆରିରେ ଲାଗିଥିବା ବାଇଗଣର ଛୋଟ ଗଛମାନଙ୍କ ମୂଳରେ ମାଟି ଦେବା ପାଇଁ କୋଡ଼ିଦ୍ୱାରା କିଆରିର ମାଟି ହାଣିବା କ୍ରିୟା —୧. The operation of spading a plot of land on which brinjal plants have been planted.
- ୨. ମନ୍ଦା ମନ୍ଦା ହୋଇ ଦେଖା ଯାଉଥିବା ଏକପ୍ରକାର ମେଘ — ୨. A sort of cloud looking like clouds of earth separated by a spade; the mackerel cloud.
[ଦ୍ରଷ୍ଟବ୍ୟ —ବାଇଗଣ କିଆରିରେ ମାଟି କୋଡ଼ିଲେ ମାଟି ଯାକ ଯେପରି ଛେଲା ଛେଲା ହୋଇ ଦେଖାଯାଏ ସେହିପରି ଛେଲା ଛେଲା ବା ମଳା ମଳା ଦେଖା ଯାଉଥୁବା ମେଘକୁ ବାଇଗଣ କୋଡ଼ା ମେଘ କୁହାଯାଏ ଏପରି ମେଘ ଦେଖା ଗଲେ ନିକଟ ଭବିଷ୍ୟତରେ ବର୍ଷା ହେବାର ସଂଭାବନା ନ ଥାଏ ଏବଂ ଏହା ଆଶୁ ଦୁର୍ଭିକ୍ଷର ସୂଚନା କରେ ଏଥି ପାଇଁ ଖନାବଚନ ଅଛି:—ଦିନକୁ ମଳା ମଳା, ରାତିକି ନିର୍ମଳା, ନାଥ ବୋଲେ ପୁତାରେ! ରାଜ୍ୟ ଛାଡ଼ି ପଳା]