Jump to content

ବାଇଗିଣୀ

ଉଇକିଅଭିଧାନ‌ରୁ

ବାଇଗିଣୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାଇଗଣକୁ ଫଡ଼ା ଫଡ଼ା କରି ଚିରି ବେସନ ବା ପିଠଉରେ ବୁଡ଼ାଇ ଘିଅ ବା ତେଲରେ ଛାଣି ପ୍ରସ୍ତୁତ କରିବା ଏକପ୍ରକାର ପିଠା —୧. A cake fried in ghee or oil, consisting of slices of brinjal immerssed in gruel.
୨. ବିଦେଶରୁ ଓଡ଼ିଶାକୁ ଆସି ବିକ୍ରୀତ ହେଉଥିବା ଏକ ପ୍ରକାର ଧୂଆଁପତ୍ର — ୨. Nicotina Alta (tobacco leaf).

[ଦ୍ରଷ୍ଟବ୍ୟ —ଏହାର ଫୁଲ ଧଳା ସନ୍ଧ୍ୟାବେଳେ ଏଥିର ଫୁଲ ଫୁଟେ ଏବଂ ସକାଳେ ବୁଜି ହୋଇ ଯାଏ ରାତିରେ ଫୁଲର ଖୁବ୍ ସୁଗନ୍ଧ ଥାଏ (Haines).]

ଦେଶଜ - ବିଶେଷଣ -

[ସମ୍ପାଦନା]

ବାଇଗଣିଆ (ଦେଖ) - —Bamacr;igaṇiā (See)