Jump to content

ବାଇଜାଲି

ଉଇକିଅଭିଧାନ‌ରୁ

ବାଇଜାଲି

ଉଚ୍ଚାରଣ

[ସମ୍ପାଦନା]

[ବାଇଜା(ଝା)ଲିଆ—ଅନ୍ୟରୂପ]

  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଦଣ୍ଡକରି ମାଛ ପରି ଏକ ପ୍ରକାର ଅତି ଛୋଟ ମାଛ —A kind of tiny fresh water fry with stings on the neck.

[ଦ୍ରଷ୍ଟବ୍ୟ —ଏ ମାଛ ଅତି ପତଳା ଏହାର ଗାଲ ପାଖେ କଣ୍ଟା ଥାଏ ବଂ ତାହା ମନୁଷ୍ୟ ଦେହରେ ଫୋଡ଼ି ହୋଇ ଗଲେ ଭାରି ବିନ୍ଧା ହୁଏ]