Jump to content

ବାଇଣ୍ଟି ପୋଇଲୀ

ଉଇକିଅଭିଧାନ‌ରୁ

ବାଇଣ୍ଟି ପୋଇଲୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ଟୋକୀ ଝିଅମାନଙ୍କ ମାଆମାନଙ୍କର ଦେବା ଗାଳିବିଶେଷ — A term of mild abuse applied by mothers to young girls.

କାହାର କି ଚିନ୍ତା, ବାଇଣ୍ଟି ପୋଇଲିର ଘଇତା ଚିନ୍ତା—ଢଗ