ବାଇବା
ବାଦ୍ୟ ବଜାଇବା —To play on a musical instrument.
ଶଙ୍ଖ ଭେରା ମୃଦଙ୍ଗ ପଣବ ବାଇଲେ ସେ ଶବଦେ ଯୁଦ୍ଧଭୂମିକି କମ୍ପାଇଲେ— କୃଷ୍ଣସିଂହ, ମହାଭାରତ ଭୀଷ୍ମ