ବାଇବିଚ୍ଛ
ଦେଖଣା
ବାଇବିଚ୍ଛ
ଉଚ୍ଚାରଣ
[ସମ୍ପାଦନା][ବାଇବିଟା(ତା)ଳ—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ -(ସଂସ୍କୃତ - ବାୟୁବତ୍)
[ସମ୍ପାଦନା]- ୧. ବାତୁଳପରି ଅସ୍ଥିର — ୧. Restless like a mad man.
- ୨. ପ୍ରବଳ ବାୟୁପରି ଅସ୍ଥିର ଓ ବେଗଶୀଳ —୨. Hasty and restless like the tempest.
(ଯଥା—ପାଇକଯାକ ରଣଭୂଇଁରୁ ବାଇବିଛ ହୋଇ ପଳେଌ ଗଲେ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବାତୁଳତା —Insanity.
(ଯଥା—ତାକୁ ବାଇବିଛ ଲାଗିଛି)