Jump to content

ବାଇଲ୍

ଉଇକିଅଭିଧାନ‌ରୁ

ବାଇଲ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ରାଜଭୃତ୍ୟବିଶେଷ —୧. Title of a class of personal servants of a Raja.
୨. ଏକପ୍ରକାର ଶିମ୍ୱ —୨. A kind of flat and fleshy been.

[ଦ୍ରଷ୍ଟବ୍ୟ —ଏହା ସାଧାରଣ ଶିମ୍ୱପରି; ୪/୫: ଆଙ୍ଗୁଳ ଲମ୍ୱ ଓ ଚେପଟା ଏହାର ମଞ୍ଜି ଗୋଲ ଓ ଚେପଟା ଶିମ୍ୱର ମଞ୍ଜି ଓ ଚୋପାକୁ ତରକାରୀ କରାଯାଏ, ମାତ୍ର ବାଇଲର ଚୋପା ଖାଦ୍ୟ ନୁହେଁ ଲୋକେ ଏହାର ମଞ୍ଜିକୁ କେବଳ ତରକାରୀ ଓ ଭଜା କରି ଖାଆନ୍ତି]


ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ)

[ସମ୍ପାଦନା]

ଉପବିଧି —Byelaw.