Jump to content

ବାଇଶା

ଉଇକିଅଭିଧାନ‌ରୁ

ବାଇଶା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ୨୨: ସଂଖ୍ୟକ —୧. Numbering ୨୨.
୨. '୨୨': ସମ୍ୱନ୍ଧୀୟ —୨. Relating to ୨୨.
୩. ୨୨: ଗୌଣୀ ପରିମିତ (ଶସ୍ୟ) —୩. Measuring ୨୨ G&aline;&uline;ṇies.
୪. ଦ୍ୱାବିଂଶ; ୨୨: ସ୍ଥାନୀୟ —୪. Twenty-second.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବାଇଶିଟି ବସ୍ତୁର ସମାହାର —୧. An aggregate of ୨୦ things.
୨. ବିଲରୁ କଟାଳି କାଟିଆଣି ମୁକୁଳ ନେବା ପୂର୍ବରୁ ଗଦା କରିଥିବା ୨୨:ଟି ଲେଖାଏଁ ହଳାର ଗଦା —୨. A heap of ୨୨ sheves of paddy reaped by a reaper.

[ଦ୍ରଷ୍ଟବ୍ୟ —ଧାନକଟାଳି ୧୧:ଟି ହଳା କାଟିଲେ ତହିଁରୁ ଗୋଟିଏ ଆପଣା ମୂଲ ପାଇଁ ପାଏ ସେଥିପାଇଁ ୨୨:ଟି ଲେଖାଏଁ ହଳା ପୃଥକ୍ ରି ରଖେ ଓ ମୁକୁଳ ହେଲା ବେଳେ ପ୍ରତି ବାଇଶାରୁ ୨ଟି ଲେଖାଏଁ ହଳା ମୂଲ ନିଏ]