ବାଇସୋଠା
ପାଶ୍ଚାତ୍ୟ ଲବଣ ଜାତୀୟ ଔଷଧ ବିଶେଷ — Sodi Bicarb, Bicarbonate of soda.
[ଦ୍ରଷ୍ଟବ୍ୟ —ଏହା ଖାଇଲେ ପେଟର ବାୟୁରୋଗ କମେ]