Jump to content

ବାଇସ୍କୋପ୍

ଉଇକିଅଭିଧାନ‌ରୁ

ବାଇସ୍କୋପ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବାୟୋସ୍କୋପ୍)

[ସମ୍ପାଦନା]

ଆଲୋକ ଓ ଛାୟା ପ୍ରତିଫଳନ ପୂର୍ବକ ଜୀବନ୍ତବତ୍ ଚିତ୍ରାଭିନୟ ଓ ତହିଁର ଯନ୍ତ୍ର; ଚଳଚିତ୍ର — Bioscope.



ବାଇସ୍କୋପ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବାୟୋସ୍କୋପ)

[ସମ୍ପାଦନା]

ଆଧୁନିକ ଛାୟାଚିତ୍ର ପଦର୍ଶନୀ; ଚଳଚିତ୍ର; ପରଦା ଉପରେ ଆଲୋକ ସାହାଯ୍ୟରେ ନାନାପ୍ରକାର ଚଳନ୍ତି ଜୀବ ଓ ବସ୍ତୁ ଆଦିର ଛାୟା ପ୍ରତିଫଳିତ କରିବାର ଆଧୁନିକ ଯନ୍ତ୍ରବିଶେଷ —Bioscope.