ବାଇ ଧରିବା
(ବାଇଧରା—ଅନ୍ୟରୂପ)
ଶରୀରରେ ବାୟୁବୃଦ୍ଧିଜନିତ ପୀଡ଼ା; ପେଟଫମ୍ଫା —Disease due to excess of wind in body; flatulence.