Jump to content

ବାଇ ଫଳ

ଉଇକିଅଭିଧାନ‌ରୁ

ବାଇ ଫଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ଏପରି ଫଳ ଖାଇଲେ ଲୋକ ବାତୁଳ ହୋଇ ଯିବାର ଆଶଙ୍କା ସ୍ୱାଭାବିକ ଥିବାରୁ)

[ସମ୍ପାଦନା]

ଅଜ୍ଞାତନାମା ଓ ଅଜ୍ଞାତଗୁଣ ବନ୍ୟ ଫଳ —A wild fruit of unknown name and attribute.

ନରେନ୍ଦ୍ର ହେବା ସୁକୃତ କୃତଦିନେ ଜ୍ଞାତତୂତ ଚତ ଫିଙ୍ଗି ଦେଲ ବାଇଫଳ ବୁଦ୍ଧିରେ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି