Jump to content

ବାଇ ମୁଣ୍ଡ

ଉଇକିଅଭିଧାନ‌ରୁ

ବାଇ ମୁଣ୍ଡ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ଶିଶୁରଞ୍ଜନ)

[ସମ୍ପାଦନା]
୧. ଶିଶୁମାନଙ୍କୁ ଖେଳାଇବ ଉଦ୍ଦେଶ୍ୟରେ ମାଆମାନଙ୍କର ବୋଲିବା ପଦ ବିଶେଷ —୧. A term of endearment used to children while nobbing their heads.

ବାଇମୁଣ୍ଡ, କିଛି ଖାଇନାହିଁ ଜୁଜୁତୁଣ୍ଡ—ଶିଶୁରଞ୍ଜନ. ଗୀତ

[ଦ୍ରଷ୍ଟବ୍ୟ —ମାଆମାନେ ଏହା ବୋଲିବା ସମୟରେ ଶିଶୁମାନେ ବାୟାମନୁଷ୍ୟ ଭଳି ମୁଣ୍ଡକୁ ଏ ପାଖ ସେ ପାଖ ହଲାଉ ଥାଆନ୍ତି]

୨. ବାତୁଳ ବ୍ୟକ୍ତିର ମସ୍ତିସ୍କ —୨. Mad man's brain.

କଟକ ଚିନ୍ତା ବାଇମୁଣ୍ଡକୁ କିଆଁ—ଢଗ