ବାଉଁଆ
(ବାଉଁଆ, ବାଓଆଁ—ଅନ୍ୟରୂପ)
[ବାଉଁଈଁ, ବାଓଁଈଁ—ସ୍ତ୍ରୀ]
ବାୟାଁ; ଯେଉଁ ବ୍ୟକ୍ତିର ବାମ— ହାତ ଡାହାଣ ହାତ ଅପେକ୍ଷା ବେଶୀ କାର୍ଯ୍ୟାକାରୀ — Left-handed; one who is deft in using the left hand.