ବାଉଁଶ ଦେବା
ଦେଖଣା
ବାଉଁଶ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଉଁଶ ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଫଳନ୍ତି ଧାନ ଗଛ ଏଣିକି ତେଣିକି ଆଉଜି ପଡ଼ିଯିବା ଓ କାଟିବା ବେଳେ ଅସୁବିଧା ହେବା ଭୟରେ ଠିଆ ହୋଇଥିବା ଧାନ ଗଛକୁ ବାଉଁଶଦ୍ୱାରା ଏକ ଦିଗକୁ ଶୁଆଇ ଦେବା —To make the standing paddy plants incline towards one side by drawing a long bamboo over them.