ବାଉଁଶ ଫାଳିଆ
=== ଦେଶଜ - ବି—ମଝିରୁ ଦୁଇଫାଳ ହୋଇ ଚିରା ହୋଇଥିବା ବାଉଁଶ — Bamboo split into two.
[ ଦ୍ର—ଫାଳିଆକୁ ଆହୁରି ଛୋଟ କରି ଚିରିଲେ ତାହା ବତା ହୁଏ ]