ବାଉଁଶ ରାଣୀ
ଦେଖଣା
ବାଉଁଶ ରାଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଉଁଶ ରାଣୀ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଯେଉଁ ସ୍ତ୍ରୀ ଲୋକମାନେ ପୋତା ହୋଇଥିବା ବାଉଁଶର ଅଗରେ ନାନ ପ୍ରକାର ଆଶ୍ଚର୍ଯ୍ୟ— ଜନକ ବ୍ୟାୟାମ ଦେଖାନ୍ତି —Women who perform athletic feats on the top of high bamboos.