ବାଉରି ବତା
ଦେଖଣା
ବାଉରି ବତା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବାଉରି ବତା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚାଳଘରର ଗୋଟିଏ ପାଖ ଛପର କରି ସାରି ଆଗରୁ ସେ ପାଖର କାତରାଗଡ଼ିର ଅଗକୁ ତୁଳିର ଉପରେ ବାଟେ ବୁଲାଇ ଅପରପାଖେ ବାନ୍ଧିବାରେ ବ୍ୟବହୃତ ବତା — The bamboo lath tied to the top- most zone of the thatched framework of a house connecting it with the already thatched other half.