Jump to content

ବାଉଳା

ଉଇକିଅଭିଧାନ‌ରୁ

ବାଉଳା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]
(ବାଉଳୀ—ସ୍ତ୍ରୀ) 

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ବାତୁଳ)

[ସମ୍ପାଦନା]
୧. ବାତୁଳ — ୧. Mad; insane.
୨. ଭ୍ରାନ୍ତ —୨. Erring.
୩. Maddened; behaving like a mad person.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଭ୍ରାନ୍ତି —୧. Delusion; mistake; error.
୨. ବାତୁଳତା —୨. Madness.

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

କଣ୍ଟିଆ ଜାତୀୟ ଏକ ପ୍ରକାର ଅତି କ୍ଷୁଦ୍ର ମତ୍ସ୍ୟ —A very small fish belonging to 'Kaṇṭiā' class.

[ ଦ୍ର—ଏହାର କଣ୍ଟା ଦେହରେ ବାଜିଲେ ଭାରି ବିନ୍ଧା ହୁଏ ଏବଂ ମନୁଷ୍ୟ ବାତୁଳ ପରି ହୋଇ ଯାଏ ଏଣୁ ଏହାର ଏହି ନାମ ହୋଇ ଅଛି]