ବାକସ
ଦେଖଣା
ବାକସ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାକସ
|
ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ବକ୍ସ)
[ସମ୍ପାଦନା]- ୧. କାଠର ଡାଲା ବିଶିଷ୍ଟ କ୍ଷୁଦ୍ର ଚତୁଷ୍କୋଣ ଆଧାର; ଛୋଟ ସିନ୍ଦୁକ —୧. Box
- ୨. ଉଦ୍ୟାନରେ ରୋପିତ ବହୁଚିତ୍ରିତ ପ୍ରତଶାଳୀ ବିଦେଶାନୀତ ଗୁଳ୍ମ; କ୍ରୋଟନ୍ —୨. Croton plant
- ୩. ଏକ ଜାତୀୟ ଦୃଢ଼କାଷ୍ଠ ଇଉରୋପୀୟ ବୃକ୍ଷ — ୩. Box wood.
- ୪. ହାତ ବାକସ —୪. Hand box.