ବାକି କାଟିବା
ଦେଖଣା
ବାକି କାଟିବା
ଉଚ୍ଚାରଣ
[ସମ୍ପାଦନା]ବାକି ଗଡ଼ା(ଡ଼େ)ଇବା, ବାକି ଦେଖା(ଖେ)ଇବା ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବାକି କାଟିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦେୟ ଧନର ପରିମାଣରୁ ଦତ୍ତ ଧନର ପରିମାଣ ବାଦ ଦେଇ ବାକି ଦେୟ ଧନର ହିସାବ ଲେଖିବା — ୧. To show arrears after deducting the amount paid.
- ୨. ହିସାବ ନିକାଶ କରିବା — ୨. To finally strike the accounts. of arrears.
- ୩. ଦୁଇ ରାଶିର ବିୟୋଗଫଳ ସ୍ଥିର କରିବା —୩. To cast off the balance.
- ୪. ଆୟରୁ ବ୍ୟୟ ବାଦ୍ ଦେଇ ଉଦ୍ୱୃତ୍ତ ଧନର ହିସାବ ଲେଖିବା — ୪. To show the balance of income over expenditure.