ବାକି ଖଜଣା
ଦେଖଣା
ବାକି ଖଜଣା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାକି ଖଜଣା
|
ବୈଦେଶିକ - ବିଶେଷ୍ୟ - (ଆରବୀ - ବାକୀ+ଫାରାସୀ - ଖଜାନା)
[ସମ୍ପାଦନା]ପ୍ରଜାର ଦେୟ ଯେଉଁ କର ଚଳିତ ବର୍ଷରେ ଦିଆ ନ ଯାଇ ପ୍ରଜା ଉପରେ ଜମିଦାରଙ୍କର ପାଉଣା ଥାଏ — Arrear rent.