ବାକି ଗଡ଼ିବା
(ବାକି ପଡ଼ିବା, ବାକି ଉଠିବା—ଅନ୍ୟରୂପ)
ହିସାବ ଖାତାରେ କୌଣସି ବ୍ୟକ୍ତିର ନାମରେ ଥିବା ବାକି ଧନ ଧାରାବାହିକ ରୂପେ ଦେଖାଯିବା — The showing of arrears or balance in the account book.