Jump to content

ବାକି ରଖିବା

ଉଇକିଅଭିଧାନ‌ରୁ

ବାକି ରଖିବା

ଉଚ୍ଚାରଣ

[ସମ୍ପାଦନା]

[ ବାକି ପକା(କେ)ଇବା—ଅନ୍ୟରୂପ]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଆପଣାର ଦେୟ ନ ଦେବା — ୧. To make default; to be in arrears.
୨. କୌଣସି କାର୍ଯ୍ୟକୁ ଅକୃତ ବା ଅବଶିଷ୍ଟ ରଖିବା — ୨. To leave any part of a work undone.
୩. ବ୍ୟୟ ପରେ ଧନ ବଳାଇ କରି ରଖିବା — ୩. To leave any balance unspent.

(ଯଥା—ମୁଁ ତତେ ଶହେ ଟଙ୍କା ଦେଲି; ତୁ ସେଥିରୁ ପଇସାଟିଏ ହେଲେ ବାକି ରଖିଲୁ ନାହିଁ)



ବାକି ରଖିବା

ଦେଶଜ - କ୍ରି.

[ସମ୍ପାଦନା]
୧. ଅସମ୍ପୂର୍ଣ୍ଣ କରି ଛାଡ଼ି ଯିବା; ସମସ୍ତ କାର୍ଯ୍ୟକୁ ଶେଷ ନ କରି କେତେକ ଅଂଶ ଛାଡ଼ିବା

(ଯଥା—ତୁ ତ ତାଙ୍କର ସାତ ପୁରୁଷ ଧରି ଶୋଧିଦେଲୁ ତୁ କି ଆଉ ବାକି ରଖିଛୁ?)

୨. ସମସ୍ତ ଦେୟ ପୂର୍ଣ୍ଣ ରୂପେ ନ ସୁଝିବା

(ଯଥା—ଏ ତମସୁକର ସୁଧ ଯାକ ସୁଝି ମୂଳତକ ବାକି ରଖିଲ)