Jump to content

ବାକି ରହିବା

ଉଇକିଅଭିଧାନ‌ରୁ

ବାକି ରହିବା

ଉଚ୍ଚାରଣ

[ସମ୍ପାଦନା]

(ବାକି ହେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଉଦ୍ୱୃତ୍ତ ରହିବା — ୧. To be in balance.
୨. ଅବଶିଷ୍ଟ ରହିବା — ୨. To be left as remainder.
୩. ଦେୟ ଧନ ଆଦାୟ ନ ହେବା —୩. To be left as arrears.
୪. ବଳି ପଡ଼ିବା —୪. To be in excess.