Jump to content

ବାକୁଚି

ଉଇକିଅଭିଧାନ‌ରୁ

ବାକୁଚି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବାଗୁଚୀ)

[ସମ୍ପାଦନା]

ବର୍ଷାୟୁଃ ଶାକବିଶେଷର ବୀଜ — Psorallea Corylifolia; Serratula Anthelmintica.

[ ଦ୍ର—ଏ ଗୁଳ୍ମ ପ୍ରାୟ ୨ ହାତ ଉଚ୍ଚ ହୁଏ ଏହର ପତ୍ରରେ ୧ ବା ୩ ପର୍ଣ୍ଣି ଥାଏ; ଫୁଲ ଈଷତ୍ ରକ୍ତ ନୀଳ ଏହା ଶୀତ କାଳରେ ଫୁଟେ ଏହାର ଛୁଇଁରେ ଗୋଟିଏ ଅଣ୍ଡାକାର ମଞ୍ଜି ଥାଏ ଏ ମଞ୍ଜି ସୁଗନ୍ଧ ଓ ତିକ୍ତ ଏହା ପିତ୍ତବର୍ଦ୍ଧକ, କଟୁରସ ଏବଂ କେଶର ଓ ଚର୍ମର ଉପକାରକ ଏ ଗଛର ନାମ ସୋମରାଜୀ ଓ ଏହା ଶ୍ଳେଷ୍ମା, ରକ୍ତପିତ୍ତ, ଶ୍ୱାସ, କୁଷ୍ଠ, ମେହ, ଜ୍ୱର, କୃମି ଓ ପାଣ୍ଡୁ ରୋଗନାଶକ ଏହି ବୀଜ ଧବଳ ରୋଗର ମହୌଷଧି ]