Jump to content

ବାକୁଟିଆଣୀ

ଉଇକିଅଭିଧାନ‌ରୁ

ବାକୁଟିଆଣୀ

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ବାକିଟିଜାତୀୟା ସ୍ତ୍ରୀ — ୧. A female of the Bākiṭi caste.
୨. ବାକୁଟିଆଣୀ (ଦେଖ) - —୨. Bākuṭiāṇī (See)



ବାକୁଟିଆଣୀ

ଉଚ୍ଚାରଣ

[ସମ୍ପାଦନା]

(ବାକୁଟିରାଣୀ—ଅନ୍ୟରୂପ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ରାଜଙ୍କର ପାଟରାଣୀ ବା ପ୍ରଧାନ ପାଣିଙ୍କ ଛଡ଼ା ଅନ୍ୟ ବା ସାଧାରଣ ରାଣୀ — Ordinary or junior Ranee of a Raja.

ଏତେ କହିଲା କନିଷ୍ଠ ରାଣୀ, ପୁଣି କାନ୍ଦନ୍ତି ବାକୁଟିଅଣୀ ଭକ୍ତଚରଣ. ମଥୁରାମଙ୍ଗଳ