ବାକୁଲି
ଦେଖଣା
ବାକୁଲି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବାକୁଲି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯୁଗକୀଳକ)
[ସମ୍ପାଦନା]- ୧. ଶଗଡ଼ର ଯୁଆଳିର ଦୁଇ ମୁଣ୍ଡରେ ଥିବା କଣାରେ ଗଳାଯିବା କାଠି (ଯହିଁରେ ଯାଚା ହେବା ବଳଦଙ୍କ ପଘାକୁ ଅଟକାଇ ରଖା ଯାଏ); ଯୁଗାଗ୍ରକୀଳକ; ଯୁଗକୀଳକ —The pin or peg fixed on each end of the yoke of a cart to which the neck-rope of the bullock yoked to the cart is tied.
- ୨. ଗୋଡ଼ ହାତ ବିନ୍ଧିବା ରୋଗବିଶେଷ —Cramp (of hands and legs).
ପ୍ରାଦେଶିକ -
[ସମ୍ପାଦନା](ବାଲେଶ୍ୱର, ମେଦିନୀପୁର) ବିଶେଷ୍ୟ - (ତୁଳ. ବଙ୍ଗାଳୀ - ବାକୁଲି) ପ୍ରାଚୀର ବା ଗୃହବେଷ୍ଟିତ ଚତ୍ୱର; ଅଗଣା — Courtyard.