Jump to content

ବାକ୍

ଉଇକିଅଭିଧାନ‌ରୁ

ବାକ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବଚ୍ ଧାତୁ=କହିବା+କ୍ୱିପ୍; ବାଚ୍ ଶବ୍ଦ ୧ମା. ୧ବ. ଯାହା କୁହାଯାଏ)

[ସମ୍ପାଦନା]
୧. ବାକ୍ୟ; ଶବ୍ଦ; ଉକ୍ତି; କଥା; ଉଚ୍ଚାରିତ ବିଷୟ —୧. Speech; utterance; word; sentence.
୨. ବିଦ୍ୟା —୨. Learning.
୩. ସରସ୍ୱତୀ —୩. The Goddess of learning.
୪. (+କରଣ କ୍ୱିପ୍) ବାଗିନ୍ଦ୍ରିୟ; ପାଟି —୪. The organ of speech.

[ ଦ୍ର—ଏହି ଶବ୍ଦ ସମାସରେ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ପ୍ରଗଲ୍ଭବାକ୍, ଅନୃତବାକ୍, ପ୍ରିୟାବାକ୍ ଇତ୍ୟାଦି ]