ବାକ୍ଚାତୁରୀ
ଦେଖଣା
ବାକ୍ଚାତୁରୀ
ଉଚ୍ଚାରଣ
[ସମ୍ପାଦନା](ବାକ୍ଚାତୁର୍ଯ୍ୟ—ଅନ୍ୟରୂପ)
ବାକ୍ଚତୁର (ପୁଂ), ବାକଚତୁରା(ସ୍ତ୍ରୀ) ବିଣ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (୭ମୀ ତତ୍)
[ସମ୍ପାଦନା]- ୧. କଥାରେ ତାରିଫ୍ ଦେଖାଇବା; ବାଲିଙ୍ଗ୍ —୧. Bravado; bragging.
- ୨. କଥା କହିବାରେ ବାହାଦୂରୀ —୨. Cleverness of speech.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବକ୍ରୋକ୍ତି; ଦୁଇ ଅର୍ଥ ପ୍ରକାଶ କରୁଥିବା କଥା — An equivoque.
ବାକ୍ଚାତୁରୀ କେମନ୍ତ ରହିଲା ବଲ୍ଲଭରେ ସମର୍ପି ବା ହୋଇଲା—ଭଞ୍ଜ. ବୈଦେହୀଶକିଳାସ