Jump to content

ବାକ୍ପଟୁ

ଉଇକିଅଭିଧାନ‌ରୁ

ବାକ୍ପଟୁ

ଉଚ୍ଚାରଣ

[ସମ୍ପାଦନା]

[ ବାକ୍ପଟୁତା (ତ୍ୱ)—ବି]

ସଂସ୍କୃତ - ବିଶେଷଣ - (୭ମୀ ତତ୍; ବାକ୍+ପଟୁ)

[ସମ୍ପାଦନା]
୧. କଥା କହିବାରେ ପଟୁ ବା ଚତୁର — ୧. Skilled in language; clever in expression.
୨. ବାଗ୍ମୀ —୨. Eloquent.