Jump to content

ବାକ୍ପତି

ଉଇକିଅଭିଧାନ‌ରୁ

ବାକ୍ପତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୬ଷ୍ଠୀ ତତ୍)

[ସମ୍ପାଦନା]

ବାଗ୍ମୀ —Eloquent.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବୃହସ୍ପତି —୧. Bṛuhaspati.
୨. ବିଷ୍ଣୁ (ହିନ୍ଦୀ - ଶ.) — ୨. Bishṇu.
୩. ନିର୍ଦ୍ଦୋଷ ବାକ୍ୟ (ହିନ୍ଦୀ - ଶ.) — ୩. Faultless speech.