ବାକ୍ସଂଯମ
[ ବାକ୍ସଂଯତ(ତା)—ବିଣ]
ବୃଥାରେ ନ ଗପିବା; ଅଳ୍ପବାକ୍ୟ କହିବା; ଅପ୍ରୟୋଜନୀୟ ବାକ୍ୟ ନ କହିବା — Moderation in speech.