ବାକ୍ସିଦ୍ଧି
[ବାକ୍ସିଦ୍ଧ(ଦ୍ଧା)—ବିଣ]
କଥିତ ବାକ୍ୟ କାର୍ଯ୍ୟରେ ଘଟିବା ରୂପ ଅଲୈକିକ ସାଧନରେ ସଫଳତା —Success in bringing about the fruition of one's words.