Jump to content

ବାକ୍ୟବିନ୍ୟାସ

ଉଇକିଅଭିଧାନ‌ରୁ

ବାକ୍ୟବିନ୍ୟାସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(୬ଷ୍ଠୀ ତତ୍; ବାକ୍ୟ+ବିନ୍ୟାସ)

[ସମ୍ପାଦନା]
୧. ରଚନାରେ ଉପଯୁକ୍ତ ବାକ୍ୟମାନଙ୍କର ଯଥାସ୍ଥାନରେ ସନ୍ନିବେଶ —୧. Arrangements of proper sentences or words in a composition.
୨. ବାକ୍ୟମଧ୍ୟରେ ଯଥା ସ୍ଥାନରେ ଉପଯୁକ୍ତ ପଦ୍ୟମାନଙ୍କର ବିନ୍ୟାସ — ୨. Arrangement of proper words in a sentence.