ବାକ୍ୟ କରିବା
ଦେଖଣା
ବାକ୍ୟ କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଦୃଢ଼ ଜବାବ ଦେବା; ପ୍ରତିଶୃତି ଦେବା — ୧. To promise.
- ୨. ଚୁକ୍ତି କରିବା — ୨. To enter into a contract.
- ୩. ନିତ୍ୟ— ନୌମିତ୍ତ୍କ ବୈଦିକ କ୍ରିୟାରମ୍ଭ ପୂର୍ବରୁ ଶାସ୍ତ୍ରବିହିତ ପଦ୍ଧତି ଅନୁସାରେ ସଙ୍କଳ୍ପ-ବାକ୍ୟ ବୋଲିବା — ୩. To recite appropriate formula at a ritual.