Jump to content

ବାକ୍ ପାରୁଷ୍ୟ

ଉଇକିଅଭିଧାନ‌ରୁ

ବାକ୍ ପାରୁଷ୍ୟ

ଉଚ୍ଚାରଣ

[ସମ୍ପାଦନା]

[ ବାକ୍ପରୁଷ(ଷା) —ବିଣ]

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ବାକ୍+ପାରୁଷ୍ୟ)

[ସମ୍ପାଦନା]
୧. କଥାରେ କର୍କଶତା; ରୂଢ଼ବଚନ ପ୍ରୟୋଗଶୀଳତା — ୧. Roughness in speech.
୨. କଠୋର ବା ନିଷ୍ଠୁର ବଚନ —୨. Scurrility.
୩. ଅପବାଦ —୩. Defamation.