Jump to content

ବାକ କଲ୍ୟାଣୀ

ଉଇକିଅଭିଧାନ‌ରୁ

ବାକ କଲ୍ୟାଣୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବାକ୍+କଲ୍ୟାଣ; ଯେ ବାକ୍ୟରେ କଲ୍ୟାଣ କରନ୍ତି)

[ସମ୍ପାଦନା]

ବ୍ରାହ୍ମଣ — Brāhmanṇa.

ବାକକଲ୍ୟାଣୀଏ ଶୁଣି ଦଶରଥେ କହି—ଭଞ୍ଜ. ବୈଦେହୀଶବିଳାସ