Jump to content

ବାଖର

ଉଇକିଅଭିଧାନ‌ରୁ

ବାଖର

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳ୍କଳ; ଏହା ଗଛର ବଳ୍କଳ ସଙ୍ଗେ ଥାଏ ବୋଲି)

[ସମ୍ପାଦନା]
୧. ଉଦ୍ଭିଜ୍ଜାତ ସଢ଼ା ପଦାର୍ଥ ବିଶେଷ; କ୍ୱିଣ —୧. A herb which is made to turn into fungus and added to boiled rice to ferment it for preparing spirituous liquor; a kind of yeast; farment.

[ ଦ୍ର—ଏହା ଏକଜାତୀୟ ବନ୍ୟଗୁଳ୍ମ; ଏହାକୁ କାଟି ଏହାର ବକଳ ଓ ଚେରକୁ ଛେଚି ତଦ୍ଦ୍ୱାରା ଗୋଲି ବାନ୍ଧି ବାଖରରୂପେ ବଜାରରେ ବିକ୍ରି କରାଯାଏ ]

୨. ଘୋଡ଼ା ପିଠିରେ ପକାଇବା ଆସ୍ତରଣ ବା ପଲାଣ — ୨. A convering or cloth-saddle put on the back of a horse.

ସିପାଇଏ ତା ଦେଖି ଅଣାଇଣ ଘୋଡ଼ା ତା ପ଼ୃଷ୍ଠେ ବାଖର ପକାଇ କଲେ ଭିଡ଼ା— କୃଷ୍ଣସିଂହ. ମହାଭାରତ. ଉଦ୍ଯୋଗ